ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ

ନୂଆଦିଲ୍ଲୀ: ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ ୧୧୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରୁ ସଂଗ୍ରହ କରିଥିବା କ୍ଷୀରର ନମୁନାକୁ ବିଶ୍ଳେଷଣ କରିବା ପରେ ଏହା ଜାଣିବାକୁ ପାଇଛନ୍ତି। … Continue reading ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ